Google Input Tools ଅନ୍ଲାଇନ୍ ଚେଷ୍ଟା କରନ୍ତୁ
Google Input Tools ଆପଣ ଚୟନ କରିଥିବା ଭାଷା ଟାଇପ୍ କରିବାକୁ ସହଜ କରିଥାଏ, ୱେବ୍ରେ ଯେକୌଣସି ଠାରେ. ଅଧିକ ଜାଣନ୍ତୁ
ଏହା ଚେଷ୍ଟା କରିବାକୁ, ନିମ୍ନରେ ଇନ୍ପୁଟ୍ ଉପକରଣ ଏବଂ ଆପଣଙ୍କର ଭାଷା ଚୟନ କରନ୍ତୁ ଏବଂ ଟାଇପ୍ କରନ୍ତୁ.
Google Input Tools କେଉଁଠାରେ ଉପଲବ୍ଧିତ?
Google Input Tools ବିଲ୍ଟ-ଇନ୍ ଅଟେ ଏବଂ ନିମ୍ନରେ ତାଲିକାଭୂକ୍ତ ହୋଇଥିବା ଉତ୍ପାଦଗୁଡିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଟେ. ସେଗୁଡିକୁ ସାମର୍ଥ୍ୟ କରିବାକୁ, ଆପଣଙ୍କର ପସନ୍ଦିତା ଇନ୍ପୁଟ୍ ପଦ୍ଧତି ସେଟ୍ କରନ୍ତୁ.
ଆପଣ Input Tools Chrome ବିସ୍ତୃତକରଣ ବ୍ୟବହାର କରି ୱେବ୍ରେ ଯେକୌଣସି ଠାରେ Google Input Tools ବ୍ୟବହାର କରିପାରିବେ.
Input Tools